ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପର୍ଯ୍ୟାପ୍ତ ନୁହେଁ, ଚାଷୀଙ୍କ ସହିତ ବିଶ୍ବାସଘାତ କରାଯାଇଛି: ବିଜେଡି

Hike in MSP inadequate, farmers betrayed: BJD

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପର୍ଯ୍ୟାପ୍ତ ହୋଇନଥିବାରୁ ଶାସକ ବିଜେଡି ପକ୍ଷରୁ ଏହାକୁ ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ବିରୋଧରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ଧାନର ସହାୟକ ମୂଲ୍ୟରେ କ୍ବିଣ୍ଟାଲ ପ୍ରତି ମାତ୍ର ୨୦୦ ଟଙ୍କା ବୃଦ୍ଧି କରି ଚାଷୀଙ୍କ ସହିତ ବିଶ୍ବାସ ଘାତକତା କରାଯାଇଛି ବୋଲି ବିଜେଡି ଅଭିଯୋଗ କରିଛି।

Other News