ମୁଖ୍ୟମନ୍ତ୍ରୀଙ୍କ ଅଫିସର ମାନଙ୍କୁ ନିର୍ଦ୍ଦେଶ, ବିକାଶର ନୂଆ ବ୍ରାଣ୍ଡ ସୃଷ୍ଟି କର

Create a new brand of development: CM tells officers

 Published : ଟାଇମ୍ସ ଅଫ ଇଣ୍ଡିଆ

/  

23-Aug-2017  

ବିକାଶ ଉପରେ ଗୁରୁତ୍ବାରୋପ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଓଡିଶା ବିକାଶରେ ନୂଆ ବ୍ରାଣ୍ଡ ସୃଷ୍ଟି କରିବା ପାଇଁ ଅଫିସର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଲୋକଙ୍କ ହିତ ପାଇଁ ନିର୍ଭୀକ ନିଷ୍ପତି ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଅଫିସର ମାନଙ୍କୁ ପରାମର୍ଶ ଦେଇଛନ୍ତି।

Other News