ନବୀନ ନିଷ୍ପତ୍ତି ୨୦୨୦ରେ ସମୀକ୍ଷା ହେବ ନିର୍ବାଚନୀ ପ୍ରତିଶ୍ରୁତି

Naveen sets 2020 date to review poll promises

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଦଳ ରାଜ୍ୟବାସୀଙ୍କୁ ନିର୍ବାଚନ ଇସ୍ତାହାରେ ଯେଉଁ ପ୍ରତିଶ୍ରୁତି ଦେଇଛି ସେ ଦିଗରେ କେତେ ଅଗ୍ରଗତି ହୋଇଛି ସେଥିନେଇ ଠିକ୍ ବର୍ଷକ ପରେ ଅର୍ଥାତ ୨୦୨୦ରେ ତାର ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନଙ୍କୁ କହିଛନ୍ତି।

Other News