ରାଜ୍ୟରେ ପ୍ରବେଶ ଦିବସ ପାଳିତ

State observes Pravesh Divas

 Published : ଟାଇମ୍ସ ଅଫ ଇଣ୍ଡିଆ

/  

07-Apr-2017  

ରାଜ୍ୟର ବିଭିର୍ଣ୍ଣ ଅଞ୍ଚଳରେ ଥିବା ୬ ବର୍ଷରୁ ୧୪ ବର୍ଷର ପିଲାମାନଙ୍କୁ ସ୍କୁଲରେ ପ୍ରଥମକରି ନାମ ଲେଖାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ବ୍ୟାପୀ ପ୍ରବେଶ ଦିବସ ପାଳନ କରାଯାଇଛି। ପ୍ରଥମ ଦିବସକୁ ସ୍ମରଣୀୟ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ବ୍ୟାଗ, ବହି ଇତ୍ୟାଦି ପ୍ରଦାନ କରଯାଇଥିଲା

Other News