କେନ୍ଦ୍ରୀୟ ଅବହେଳା ବିରୋଧରେ ବିଜେଡିର ଏକ ମାସ ଧରି ଦସ୍ତଖତ ଅଭିଯାନର ଶୁଭାରମ୍ଭ

BJDs month-long signature campaign against Centres negligence started

 Published : ଓଡିଶା ସନ୍ ଟାଇମ୍ସ

/  

04-Jan-2019  

ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ଓ କେନ୍ଦ୍ରର ଅନୁସୂଚିତ ଜାତି ଓ ଜନଜାତି ବିରୋଧି ନୀତି ବିରୋଧରେ ପ୍ରତିବାଦରେ ବିଜୁ ଯୁବଜନତା ଦଳ ଓ ବିଜୁ ଛାତ୍ର ଜନତାଦଳ ପକ୍ଷରୁ ଏକ ମାସଧରି ଚାଲିବାକୁ ଥିବା ଦସ୍ତଖତ ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଛି।

Other News