ଲିଟିଲି ମିସ୍ ୟୁନିଭର୍ଷ ଫାଇନାଲଷ୍ଟି ପଦ୍ମଳୟାର ସଫଳତା କାମନାକଲେ ମୁଖ୍ୟମନ୍ତ୍ରୀ

CM wishes Little Miss Universe finalist Padmalaya

 Published : ଓଟିଭି

/  

18-May-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଲିଟିଲି ମିସ୍ ୟୁନିଭର୍ଷ ପ୍ରତିଯୋଗୀତାର ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଓଡିଆ ଝିଅ ପଦ୍ମାଳୟାର ସଫଳତା କାମନା କରିଛନ୍ତି। ୟୁରୋପର ଜର୍ଜିଆଠାରେ ମେ ୩୧ ରୁ ଜୁନ ୬ ତାରିଖ ମଧ୍ୟରେ ହେବାକୁ ଥିବା ଏହି ପ୍ରତିଦ୍ବନ୍ଦିତାରେ ଥିବା ମୋଟ ୧୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ପଦ୍ମାଳୟା ଅନ୍ୟତମ। ଏଥିରେ ଭାଗନେବା ପୂର୍ବରୁ  ସେ ମୁଖ୍ୟମନ୍ତ୍ରୀଙ୍କ ଆର୍ଶିବାଦ ନେବା ପାଇଁ ସେ ସାକ୍ଷାତ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ , ପଦ୍ମାଳୟାର ସଫଳତା କାମନା କରିଥିଲେ।

Other News