Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/01-Sep-2017
ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୪ ଜଣ ବ୍ୟକ୍ତିଙ୍କୁ ନଗର ବନ୍ଧୁ ସମ୍ମାନରେ ସମ୍ମାନୀତ କରିଛନ୍ତି। ରାଜଧାନୀକୁ ସଫାସୁତରା ରଖିବା ସହ ପରିବେଶକୁ ସବୁଜ ସୁନ୍ଦର କରିବା କ୍ଷେତ୍ରରେ ପୁରସ୍କୃତ ବ୍ୟକ୍ତିମାନଙ୍କର ଅବଦାନ ରହିଛି। ଭୁବନେଶ୍ବର ମହାନଗର ନିଗମର ୨୦୧୭-୧୮ ବର୍ଷ ପାଇଁ ପ୍ରକାଶିତ ଆହ୍ବାନ ପତ୍ରିକାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ।