ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜୁଲାଇ ୨ରୁ ଖୋଲିବ

Grievance cell of CM to reopen on July 2

 Published : ଓଡିଶା ସନ୍ ଟାଇମ୍ସ

/  

28-Jun-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ଜିଲ୍ଲାପାଳ ଓ ଏସ୍.ପି ଙ୍କ ଅଭିଯୋଗ ପ୍ରକୋଷ୍ଠ ଜୁଲାଇ ୨ ତାରିଖରୁ ଖୋଲିବ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତ ଅପ୍ରେଲ ୩୦ ତାରିଖରୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଥିଲା।

Other News