Published : ଓଡିଶା ସନ୍ ଟାଇମ୍ସ
25-Apr-2018
ଦକ୍ଷିଣ ଓଡିଶାରେ ମେଲେରିଆର ଜନିତ ମୃତ୍ୟୁକୁ ଦୃଷ୍ଟିରେ ରଖି କୋରାପୁଟ ଠାରେ ଏକ ମ୍ୟାଲେରିଆ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।