କାଳିଆ ଯୋଜନା ପାଇଁ ୬୦ ଲକ୍ଷ ଆବେଦନ,ଚୁଡାନ୍ତ ତାଲିକା ୨୨ ଜାନୁଆରୀରେ

60 lakh people applied for KALIA benefits; final list by Jan 22

 Published : ଓଡ଼ିଶା ସନ୍ ଟାଇମ୍ସ

/  

16-Jan-2019  

କାଳିଆ ଯୋଜନାରେ ସାମିଲ ହେବା ପାଇଁ ପ୍ରଥମ ପର୍ଯ୍ୟାୟର ଶେଷ ତାରିଖ ୧୫ ଜାନୁୟାରୀ ସୁଦ୍ଧା ମୋଟ ୬୦ ଲକ୍ଷ ଆବେଦନ ମିଳିଛି ବୋଲି କହିଛନ୍ତିରାଜ୍ୟ ସମବାୟ ବିଭାଗ ସଚିବ କେ କୁମାର। ବ୍ଲକ ସ୍ତରରେ ଏହାର ଯାଞ୍ଚ ଚାଲିଛି। ଉପଭୋକ୍ତା ମାନଙ୍କ ତାଲିକା ଜାନୁୟାରୀ ୨୨ ତାରିଖରେ ପ୍ରକାଶ ପାଇବ ବୋଲି ଦାୟିତ୍ବରେ ଥିବା ଅଧିକାରୀ ମାନେ କହିଛନ୍ତି।

Other News