ରାଜ୍ୟ ସରକାର ୨୦୨୨ ସୁଦ୍ଧା ସହରାଞ୍ଚଳରେ ୧ ଲକ୍ଷ ବାସ ଗୃହ ନିର୍ମାଣ କରିବେ

Govt to build 1L houses for urban poor by 2022

ରାଜ୍ୟର ସହରାଞ୍ଚଳରେ ବାସ କରୁଥିବା ଅର୍ଥନୈତିକ ଦୃର୍ବଳ ଶ୍ରେଣୀ ଏବଂ ନିମ୍ନ ଆୟକାରୀ ପରିବାର ଗୁଡିକ ପାଇଁ ୨୦୨୨ ମସିହା ସୁଦ୍ଧା ୧ଲକ୍ଷ ବାସ ଗୃହ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଗୃହ ନିର୍ମାଣ ପାଇଁ ୨୦୧୫ ମସିହାରେ ନୀତି ନିଦ୍ଧାରଣ କରାଯାଇଥିଲା ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ପ୍ରକାଶ କରିଛନ୍ତି।

Other News