ପ୍ରତିରକ୍ଷା ମାନ୍ୟୁଫାକଚରିଂ କ୍ଲଷ୍ଟର ପ୍ରତିଷ୍ଠା କରିବାକୁ ଟାଟା ଗ୍ରୁପକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

CM urged Tata Group to set up defence manufacturing cluster

 Published : ଡିଏନଏ

/  

17-Jul-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନରାଜ ଠାରେ ଏକ ପ୍ରତିରକ୍ଷା କ୍ଲଷ୍ଟର ପ୍ରତିଷ୍ଠା କରିବାକୁ ଟାଟା ଗ୍ରୁପ୍ ପ୍ରସ୍ତାବ ଦେଇଛନ୍ତି। ଏହି କ୍ଲଷ୍ଟରେ ପ୍ରତିରକ୍ଷା ଏବଂ ଇଲୋକ୍ଟ୍ରୋନିକ୍ସ ଶିଳ୍ପ ପ୍ରତିଷ୍ଠା ପାଇଁ କହିଛନ୍ତି।

Other News