ଦକ୍ଷତା ବିକାଶରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ଭାବେ ବିବେଚିତ

Odisha adjudged Best State in Skill Development

 Published : ଓଡିଶା ସନ୍ ଟାଇମ୍ସ

/  

01-May-2018  

ଦକ୍ଷତା ବିକାଶରେ ଗ୍ରାମାଞ୍ଚଳ ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି କରିବାରେ ଓଡିଶା ଶ୍ରେଷ୍ଠ ରାଜ୍ୟ ଭାବେ ବିବେଚିତ ହୋଇଛି। ମେ ୫ ତାରିଖରେ ରାଜ୍ୟକୁ "ପ୍ରଧାନମନ୍ତ୍ରୀ ପୁରସ୍କାର" ପ୍ରଦାନ କରାଯିବ। ବିଗତ ଦୁଇବାର୍ଷ ମଧ୍ୟରେ ରାଜ୍ୟକୁ ଏହା  ହେଉଛି ଦ୍ବିତୀୟ ପୁରସ୍କାର।

Other News