ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ନିର୍ମଳ ପରିବେଶ ପାଇଁ ଗାଁକୁ ମିଳିବ ପୁରସ୍କାର

CM announced: Award for clean villages

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି, ନିର୍ମଳ ପରିବେଶ ରଖିଥିବା ଗାଁ, ପଞ୍ଚାୟତ ଓ ବ୍ଲକକୁ ପୁରସ୍କୃତ କରାଯିବ। ଏହି ଭଳି ପୁରସ୍କାର ବ୍ୟବସ୍ଥା ପ୍ରଚଳନ ଫଳରେ ଗ୍ରାମାଞ୍ଚଳରେ ନିର୍ମଳ ପରିବେଶ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟିହେବ।

Other News