କେବିକେରେ ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ନୂଆ ମେଡିକାଲ କଳେଜର ପ୍ରଫେସରଙ୍କୁ ଓ ଅଧ୍ୟାପକ ମାନଙ୍କୁ ମିଳିବ ପ୍ରୋତ୍ସାହନ ଅର୍ଥ

Incentive for Profs & faculty members in new medical colleges to improve healthcare in KBK districts

 Published : ପାଏନିଅର

/  

03-Aug-2017  

କେବିକେ ଓ ଅନ୍ୟ ଅଞ୍ଚଳରେ ପ୍ରତିଷ୍ଠିତ ନୂତନ ମେଡିକାଲ କଲେଜର ପ୍ରଫେସର ମାନଙ୍କୁ ଯୋଗଦାନ କ୍ଷେତ୍ରରେ ଉତ୍ସାହିତ କରିବା ପାଇଁ ମାସିକ  ୧୫ ହଜାର ଟଙ୍କାରୁ ୧ ଲକ୍ଷ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଭତ୍ତା ଦେବା ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି।

Other News