ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ରୂପେ କିଷାନ କାର୍ଡ ବଣ୍ଟନର ଶୁଭାରମ୍ଭ

CM launches RuPay Kisan cards

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରୂପେ କିଷାନ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକର କମ୍ପୁଟରୀକରଣ ବ୍ୟବସ୍ଥାର ଉଦଘାଟନ କରିଛନ୍ତି। । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରୂପେ କାର୍ଡକୁ ବ୍ୟବହାର କରି କୃଷକ ତାର ମଞ୍ଜୁର ଋଣ ଟଙ୍କାକୁ  ଏ ଟି ଏମ ରୁ ଉଠାଇ ପାରିବ।

Other News