ଓଡ଼ିଶାକୁ ମିଳିଛି ଦେଶର ସର୍ବବୃହତ୍ ଘରରୋଇ ପୁଞ୍ଜିନିବେଶ,ବିଶୋଧନା ପ୍ରକଳ୍ପକୁ ମଞ୍ଜୁରୀ

Odisha bagged India’s largest domestic investment, cleared refinery project

 Published : ଓଡ଼ିଶା ସନ୍ ଟାଇମ୍ସ

/  

05-Mar-2019  

ପୂର୍ବ ଭାରତରେ ଓଡ଼ିଶା ଏକ ଉତ୍ପାଦନର ପ୍ରାଣ କେନ୍ଦ୍ର ହୋଇଉଠୁଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ ବୈଠକରେ ହଳଦିଆ ପେଟ୍ରୋକେମିକାଲସ୍ ଲି ବାଲେଶ୍ବର ନିକଟସ୍ଥ ସୁବର୍ଣ୍ଣରେଖା ବନ୍ଦ ନିକଟରେ ଏକ ତୈଳ ବିଶୋଧନାଗାର ପ୍ରତିଷ୍ଠା ପାଇଁ ଦେଇଥିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପରେ ୨୮,୭୦୦ କୋଟି ଟଙ୍କା ନିବେଶ କରାଯିବ। ଏହାଦେଶର ପୁଞ୍ଜି ନିବେଶ କ୍ଷେତ୍ରରେ ସର୍ବ ବୃହତ୍ ପୁଞ୍ଜି ନିବେଶ ବୋଲି ଜଣାପଡିଛି।

Other News