ଓଡ଼ିଶାରେ କାଳିଆ ଯାତ୍ରାକୁ କେହି ବନ୍ଦ କରିପାରିବେ ନାହିଁ :ନବୀନ

No one can stop KALIA jatra in Odisha: Naveen

 Published : ଓନିଶା ସନ୍ ଟାଇମ୍ସ

/  

25-Jan-2019  

ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରୀ ନିକଟସ୍ଥ ମାଳତିପାଟପୁରଠାରେ ପ୍ରାୟ ୨ ଲକ୍ଷ ଚାଷୀଙ୍କୁ ଉଦବୋଧନ ଦେଇ କହିଛନ୍ତି ଓଡ଼ିଶାର ଅର୍ଥନୀତିରେ କାଳିଆ ଯୋଜନା ଏକ ମାଇଲ ଖୁଣ୍ଟ ଭାବେ ପ୍ରମାଣିତ ହେବ। ଏହି ଯୋଜନା ଚାଷୀଙ୍କ କୃଷି କାର୍ଯ୍ୟକୁ  ଅଧିକ ସକ୍ରୀୟ କରିବା ସହିତ କୃଷକଙ୍କ ଜୀବନ ଓ ଜୀବୀକାକୁ ସଶକ୍ତ କରିବାରେ ସହାୟକ ହେବ। କେହି କଳିଆ ଯାତ୍ରାକୁ ଓଡ଼ିଶାରେ ବନ୍ଦ କରି ପାରିବେ ନାହିଁ। ଏହି ଯୋଜନା ସମଗ୍ର ଦେଶକୁ ବିକାଶର ପଥ ପ୍ରଦର୍ଶନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Other News