ଭିଜନ ୨୦୩୬ କାର୍ଯ୍ୟକ୍ରମ ପାଇଁ ଗଢାଯିବ ସବ୍ କମିଟି

Vision 2036 plan for State mooted

ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶତବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୃତ ଭିଜନ-୨୦୩୬ର ସଫଳ ରୂପାୟନ କରିବାକୁ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଟି କେ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ସବ୍ କମିଟି ଗଠନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍ବତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତିକୁ ଧୁମ ଧାମରେ ପାଳନ କରିବାକୁ ସରକାର ଯୋଜନା କରିଛନ୍ତି।

Other News