ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବନ୍ୟଜନ୍ତୁ ସମ୍ପଦ ୱେବ ସାଇଟ ଉନ୍ମେଚିତ

CM launches state wildlife website

 Published : ଟେଲିଗ୍ରାଫ

/  

22-Mar-2017  

ବିଶ୍ବ ବନ ଦିବସ-୨୦୧୭ ଉପଲକ୍ଷେ ବନ୍ୟଜନ୍ତୁଙ୍କ ଉପରେ ସୂଚନା ସମ୍ପର୍କୀତ ଏକ ୱେବ ସାଇଟ( www.wildlife.odisha.gov.in) କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ୱେବ ସାଇଟରେ ରାଜ୍ୟର ୧୯ଟି ଅଭୟାର୍ଣ୍ଣ ସମ୍ପର୍କରେ ବିସ୍ତୃତ ତଥ୍ୟ ସହ ବନ୍ୟଜନ୍ତୁଙ୍କ ଉପରେ ସୂଚନା ରହିଛି।

Other News