କାଳିଆ ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ୧୮ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ମିଳିବ ସହାୟତା

Over 18L to be benefited in KALIA 2nd phase

 Published : ଟାଇମ୍ସ ଅଫ ଇଣ୍ଡିଆ

/  

03-Feb-2019  

ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ତାଲିକାରେ ୧୮ ଲକ୍ଷରୁ ଉର୍ଦ୍ଧ୍ବ ଛୋଟ ଚାଷୀ,କୃଷି ଶ୍ରମିକଙ୍କ ନାମ ପଞ୍ଜିକୃତ ହୋଇଛି। ଫେବୃଆରୀ ୧୦ ତାରିଖ ସୁଦ୍ଧା ଉପଭୋକ୍ତାଙ୍କ ଚୁଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ଜଣାପଡିଛି।

Other News