ରୀତା ସାହୁ ବିଧାୟିକା ଭାବେ ଶପଥ ନେବା ପରେ ଦଳକୁ ମିଳିଲା ଆଉ ଜଣେ ସଦସ୍ୟ

Party gets another member in Odisha Assly as Rita Sahu takes oath as MLA

 Published : ଓଡିଶା ସନ୍ ଟାଇମ୍ସ

/  

06-Mar-2018  

ବିଜେପୁର ଉପ ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ରୀତା ସାହୁ ଆଜି ବିଧାୟିକା ଭାବେ ଶପଥ ଗ୍ରହଣ କରିବା ପରେ ବିଧାନ ସଭାରେ ଦଳର ସଦସ୍ୟଙ୍କ ସଂଖ୍ୟା ୧୧୮ ରେ ପହଞ୍ଚିଛି। ବିଧାନସଭାର ବାଚସ୍ପତି ଶ୍ରୀ ପ୍ରଦୀପ ଅମାତ ବିଧାନସଭାରେ ଥିବା ତାଙ୍କ ପ୍ରକୋଷ୍ଠରେ ରୀତା ସାହୁଙ୍କୁ ଶପଥପାଠ କରାଇଥିଲେ।

Other News