Published : ଦି ନିୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/30-Oct-2016
ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲ୍ଲା ବ୍ୟବସ୍ଥାକୁ ଅଧିକ ସୁଦୃଢ କରି ବିପର୍ଯ୍ୟୟରେ ମୃତାହତଙ୍କ ସଂଖ୍ୟା ହ୍ରାସ କରିବାପାଇଁ ରାଜ୍ୟସରକାର ଜନସଚେତନତାକୁ ବ୍ୟାପକ କରିବାପାଇଁ ଅଧିକ ଗୁରୁତ୍ବ ପ୍ରଦାନ କରୁଛନ୍ତି। ସେହିପରି ବିପର୍ଯ୍ୟୟର ମୁକାବିଲ୍ଲା ପାଇଁ ସବୁ ସ୍ତରରେ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ପ୍ରଦାନ କରିଛନ୍ତି।