ମୁଖ୍ୟମନ୍ତ୍ରୀ ଗୋଷ୍ଠୀ ରେଡିଓ ସେବାର ଆପଣଙ୍କପାଇଁ କାର୍ଯ୍ୟକ୍ରମରେ ଗ୍ରାଞ୍ଚଳ ଜନତାଙ୍କୁ ଦେବେ ତଥ୍ୟ

CM to share with rural masses through Apananka paeen community radio program

 Published : ଓଡିଶା ନିୟୁଜ ୩୬୦

/  

31-Aug-2016  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଗ୍ରାମାଞ୍ଚଳର ଜନସାଧାରଣଙ୍କ ଓ କୃଷକ ମାନଙ୍କୁ ଜରୁରୀ ତଥ୍ୟ ପ୍ରଦାନ କରିବାପାଇଁ ବିଜୁ ଗାଁ ରେଡିଓ ନାମକ ଏକ ଗୋଷ୍ଠୀ ରେଡିଓ ସେବା କାର୍ଯ୍ୟକ୍ରମ ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ କରାଯାଉଛି। ଏହି ରେଡିଓ ସେବା କାର୍ଯ୍ୟକ୍ରମରେ ପ୍ରତିମାସରେ ଥରେ ଆପଣଙ୍କପାଇଁ ନାମକ ଏକ ୧୦ ମିନିଟିଆ କାର୍ଯ୍ୟକ୍ରମ ପ୍ରସାରୀତ ହେବ। ଏଥିରେ ମୁଖ୍ୟମନ୍ତ୍ରୀଶ୍ରୀ ପଟ୍ଟନାୟକ, କୃଷକ ଓ ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ଚାଷ ତଥା ଗ୍ରାମ୍ୟ ଜୀବନ ଉପରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିବେ। 

Other News