ନିଖୋଜ ହୋଇଥିବା ଓଡିଆ ଆଇ ଏ ଏଫ ଅଧିକାରୀଙ୍କ ସମ୍ପର୍କରେ ରାଜନାଥଙ୍କୁ, ପ୍ରମିଳାଙ୍କ ଚିଠି

Pramila urged  to Rajnath over missing Odia IAF officer

 Published : ଓଡ଼ିଶା ସନ୍ ଟାଇମ୍ସ

/  

09-Jun-2019  

ପ୍ରଥମ ଥର ଲୋକସଭାକୁ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ଓଡ଼ିଆ ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ, ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସଂହଙ୍କୁ ଚିଠି ଲେଖି କହିଛନ୍ତି, ନିଖୋଜ ହୋଇଥିବା ଓଡ଼ିଆ ଆଇ ଏ ଏଫ ଅଧିକାରୀଙ୍କୁ ଠାବ କରିବା ପାଇଁ ତଲାସି ଉଦ୍ରମକୁ ତ୍ବରାନ୍ବୀତ କରିବା ସହିତ ତାଙ୍କୁ ଫୋରାଇ ଆଣିବା ପାଇଁ ବ୍ୟାପକ ଉଦ୍ୟମ ହେଉ।

Other News