ଓଡ଼ିଶାରେ ବିଜେଡି କରିବ ହାଇଟେକ୍ ନିର୍ବାଚନ ପ୍ରଚାର

BJD joined high-tech campaign league in Odisha

ଦେଶର ବିଭିନ୍ନ ରାଜନୈତିକ ଦଳ ଗୁଡିକର ହାଇଟେକ୍ ନିର୍ବାଚନ ପ୍ରଚାର ଭଳି, ଓଡ଼ିଶାରେ ବିଜେଡି ହାଇଟେକ୍ ନିର୍ବାଚନ ପ୍ରଚାର କରିବ ବୋଲି ନିଷ୍ପତ୍ତି କରିଛି। ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ଜନସମର୍ଥନ ପାଇଁ ଦଳର ପାର୍ଥୀ ମାନେ ହାଇଟେକ୍ ନିର୍ବାଚନ ପ୍ରଚାରକୁ ଆପଣାଇବେ। 

Other News