ନବୀନ ପଟ୍ଟନାୟକଙ୍କ ଦୃଢୋକ୍ତି, ବିଜେଡି ଖୁବ୍ ସୁଦୃଢ, ଅନ୍ୟାୟସରେ ବିଜେପିର ମୁକାବିଲ୍ଲା କରିପାରିବ

BJD strong enough to counter BJP says Naveen Patnaik

 Published : ଟାଇମ୍ସ ଅଫ ଇଣ୍ଡିଆ

/  

05-May-2017  

ବିଜେଡି ସଭାପତି ତଥା ମୁଖ୍ୟମନ୍ତୀ ଶ୍ରୀ ନବୀନ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶକରି କହିଛନ୍ତି ଯେ, ରାଜ୍ୟରେ ବିଜୁ ଜନତା ଦଳ ଖୁବ୍ ସୁଦୃଢ ଅନ୍ୟାୟସରେ  ବିଜେପିର ମୁକାବିଲ୍ଲା କରିପାରିବ । ବିଜେଡି ରାଜ୍ୟ କାର୍ଯ୍ୟଳୟ ଠାରେ ସାମ୍ବାଦିକ ମାନେ ବିଜେପି ସଭାପତି ଅମିତ ଶାହା ଓଡିଶାରେ ବିଜେପିର ସଙ୍ଗଠନକୁ ରାଜ୍ୟରେ ସୁଦୃଢ କରିବାର ଯୋଜନା କରିବା ନେଇ ପ୍ରଶ୍ନକରାଯିବାରୁ  ବିଜେଡି ସଭାପତି ଉପରୋକ୍ତ ମନ୍ତବ୍ୟ ଦେଇଥିଲେ । 

Other News