ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ୨୦୧୯ ମାର୍ଚ୍ଚ ସୁଦ୍ଧା ସବୁ ଘରକୁ ନିରବଛିନ୍ନ ବିଦ୍ୟୁତ ଶକ୍ତି ଯୋଗାଣ

C M says Power for all by March 19

 Published : ଦି ଟାଇମ୍ସ ଅଫ ଇଣ୍ଡିଆ

/  

17-Dec-2016  

ରାଜ୍ୟ ସରକାରଙ୍କ ଘୋଷଣା, ୨୦୧୯ ମାର୍ଚ୍ଚ ସୁଦ୍ଧା ପ୍ରତି ପରିବାରକୁ  ନିରବଛିନ୍ନ ବିଦ୍ୟୁତ ଶକ୍ତି ଯୋଗାଣ ହେବ। ଗ୍ରାମ୍ୟ ବିଦ୍ୟୁତ କରଣର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରୁଥିବା ବେଳେ ସେ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ବିଦ୍ୟୁତ କରଣ ହୋଇ ନଥିବା ରାଜ୍ୟର ୧୩୧୮ ଟି ବସତିର  ବିଦ୍ୟୁତ କରଣ କାର୍ଯ୍ୟ ମେ ୨୦୧୭ ମଧ୍ୟରେ ଶେଷ କର। ଏହା ପରେ ବ୍ୟକ୍ତିଗତ ପରିବାରକୁ ବିଦ୍ୟୁତ ଯୋଗାଣ କାର୍ଯ୍ୟ ଆରମ୍ଭ ହେବ। ପରବର୍ତ୍ତି ୨ ବର୍ଷ ମଧ୍ୟରେ ସମସ୍ତ ବିପିଏଲ ପରିବାରକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ।

Other News