ଏଲ ପି ଜି ଗ୍ୟାସ ସବସିଡି ପ୍ରତ୍ୟାହାର ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଧାରଣା

BMJD protests against LPG Subsidy cut

 Published : ଓଡିଶା ପ୍ଟୋଷ୍ଟ

/  

09-Aug-2017  

କେନ୍ଦ୍ରର ଏଲ ପି ଜି ଗ୍ୟାସ ସବସିଡି ପ୍ରତ୍ୟାହାର ନିଷ୍ପତ୍ତିର ପ୍ରତିବାଦ କରି ବିଜୁ ମହିଳା ଜନତା ଦଳ ପକ୍ଷରୁ ମଙ୍ଗଳବାର ଦିନ ରାଜ୍ୟବ୍ୟାପି ଧାରଣା କାର୍ଯ୍ୟକ୍ରମ କରାଯାଇଥିଲା। ଦଳର ମହିଳା ସଦସ୍ୟା ମାନେ ରନ୍ଧନ ଗ୍ୟାସ ସବସିଡ୍ ହ୍ରାସ ନିଷ୍ପତ୍ତିର ପ୍ରତ୍ୟାହାର ଦବୀ କରି ବିଭିନ୍ନ ଜିଲ୍ଲାର ଜିଲ୍ଳାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ  ।  

Other News