ବିଜୁ ଜନତା ଦଳ ଘୋଷଣା କଲା ଶ୍ରମିକ ସଂଗଠନ

Biju Janata Dal announces trade union wing

 Published : ଟାଇମସ ଓଫ ଇଣ୍ଡିଆ

/  

29-Apr-2017  

ରାଜ୍ୟର ଅନେକ ଶ୍ରମିକ ସଙ୍ଗଠନ ଶାସକ ବିଜୁ  ଜନତା ଦଳ ପ୍ରତି ସମର୍ଥନ ପ୍ରଦାନ କରୁଥିବା ଦୃଷ୍ଟିରୁ ଦଳ ପକ୍ଷରୁ ଶୁକ୍ରବାର ଦିନ “ବିଜୁ ଶ୍ରମିକ ସାମୁଖ୍ୟ” ଗଠନ ସମ୍ପର୍କ ଘୋଷଣା କରାଯାଇଛି l  ବିଶିଷ୍ଠ ଶ୍ରମିକ ନେତା ରାଜେନ୍ଦ୍ର ପ୍ରସାଦ ସିଂହ ଏହି ସାମୁଖ୍ୟ ର ସଭାପତି ରହିଛନ୍ତି l

Other News