ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବ ନିଯୁକ୍ତ ସ୍ବାସ୍ଥ୍ୟ ପରାମର୍ଶଦାତା

Newly appointed health adviser meets CM

 Published : ଓମକମ୍ ନିୟୁଜ

/  

18-Mar-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟ ଠାରେ ଡାକ୍ତର କେ ଶ୍ରୀନାଥ ରେଡ୍ଡି ସାକ୍ଷାତ କରି ରାଜ୍ୟର ସ୍ବାସ୍ଥ୍ୟସେବା ସମ୍ପକରେ ଆଲୋଚନା କରିଛନ୍ତି। ସୂଚନା ଯୋଗ୍ୟଯେ, ଡାକ୍ତର ରେଡ୍ଡିଙ୍କର ସ୍ବାସ୍ଥ୍ୟ ସେବାକ୍ଷେତ୍ରରେ ବେଶ୍ ସୁନାମ ରହିଛି। ନିକଟରେ ରାଜ୍ୟସରକାର ତାଙ୍କୁ ରାଜ୍ୟର ସ୍ବାସ୍ଥ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି।

Other News