ତ୍ରିପୁରା ଭଳି ଓଡ଼ିଶାରେ ବିଜୟ ନେଇ ମୋଦିଙ୍କ ମନ୍ତବ୍ୟ ଉପରେ ସଭାପତିଙ୍କ ପ୍ରତିକ୍ରିୟା

President reacted to Modi’s ‘Tripura-like victory in Odisha’ statement

 Published : ଓଡ଼ିଶା ସନ୍ ଟାଇମ୍ସ

/  

01-Apr-2019  

ଆଗକୁ ନିର୍ବାଚନ ଥିବାରୁ ପ୍ରମୁଖ ରାଜନୈତିକଦଳ ଗୁଡ଼ିକ ଭୋଟର ମାନଙ୍କ ହୃଦୟ ଜିଣିବା ପାଇଁ ଉଦ୍ୟମ ଚଳାଇ  ଥିବା ବେଳେ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ପୁଣି ଦଳ ବହୁ ଆସନରେ ଜିତି ଶାସନ ଗାଦିକୁ ଫେରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି , ତ୍ରିପୁରା ଭଳି ଓଡ଼ିଶାରେ ବିଜୟ ହେବ ବୋଲି ଯେଉଁ ମନ୍ତବ୍ୟ ଦେଇଛନ୍ତି, ସଭାପତି ଶ୍ରୀ ପଟ୍ଟନାୟକ ତାଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଓଡ଼ିଶାରେ ଦଳ(ବିଜେଡ଼ି)  ନିର୍ବାଚନରେ ଖୁବ୍ ଭଲ ଫଳ ପ୍ରଦର୍ଶନ କରିବ।

Other News