ମହାନଦୀର ଅବବାହିକାରେ ରତ୍ନ ପଥର ଗଛିତ ଥିବା ଚିହ୍ନଟ କରାଯାଇଛି

Gemstone deposits identified in Mahanadi basin

 Published : ଓଡିଶାପୋଷ୍ଟ

/  

13-Dec-2016  

ବହୁ ମୂଲ୍ୟବାନ ରତ୍ନ ପଥର ମହାନଦୀ ଅବବାହିକାରେ ଗଛିତ ଥିବା ନେଇ ରାଜ୍ୟ ସରକାର କେତେକ ସ୍ଥାନକୁ ଚିହ୍ନଟ କରିଛନ୍ତି। ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ସୂଚନା ଅନୁଯାୟୀ ସୁବର୍ଣ୍ଣପୁର- ବରଗଡ ଜିଲ୍ଲାର ନାକ୍ଟିମୁଣ୍ଡି-ସିଆଳି,  ସୁବର୍ଣ୍ଣପୁର ଜିଲ୍ଲାର ବଡମାଳ-ମୁରୁସୁଣ୍ଡି ଏବଂ ବିନକା, ସୋନପୁର, ବୌଦ ଜିଲ୍ଲାର ବୌଦ-ରାମଗଡ, ଗୋଛି, କଣ୍ଟାମାଳ-ମନମୁଣ୍ଡା ଏବଂ  ସମ୍ବଲପୁର ଜିଲ୍ଲାର ଯୁଯୁମରା-ବାଗଧାପ-ତବଲେଇ ଠାରେ ରତ୍ନ ପଥର ଗଛିତ ଥିବା ଜଣାପଡିଛି।

Other News