ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶାକୁ ମିଳିଲା ୩ ଟି ଜାତୀୟ ପୁରସ୍କାର

Rural road recognition for Odisha

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ କ୍ଷେତ୍ରରେ ସଫଳତା ଅର୍ଜନ କରି ଓଡିଶା ଦେଶରେ ଦ୍ବିତୀୟ ସ୍ଥାନରେ ପହଞ୍ଚି ତିନୋଟି ପୁରସ୍କାର ଲାଭ କରିଛନ୍ତି। ୨୦୧୬-୧୭ ମସିହାରେ ଧାର୍ଯ୍ୟ ଲକ୍ଷ ୬୨୦୦ କି. ମି ମଧ୍ୟରୁ ରାଜ୍ୟ ସରକାର ୫୭୯୬ କିଲୋ ମିଟର ରାସ୍ତା ନିର୍ମାଣ କରିବାରେ ସଫଳ ହୋଇଛନ୍ତି। ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶାର ସଫଳତାର ହାର ୯୩.୪୮ ପ୍ରତିଶତ ବୋଲି ଜଣାପହିଛି।

Other News