ବିଭିନ୍ନ ଦଳର ନେତା ଓ କର୍ମୀ ପ୍ରତିଦିନ ସାମିଲ ହେଉଛନ୍ତି ବିଜେଡିରେ

Every day induction function to shore up party’s base

 Published : ଟାଇମ୍ସ ଅଫ ଇଣ୍ଡିଆ

/  

15-Jun-2018  

ଦଳ ପ୍ରତି ବିଭିନ୍ନ ଦଳର ନେତା, କର୍ମୀ ଓ ଜନସାଧାରଣଙ୍କ ଆସ୍ଥା ବୃଦ୍ଧି ପାଉଛି । ତୃଣମୂଳ ସ୍ତରଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ପ୍ରତିଦିନ ଦଳର ସଭାପତିଙ୍କ ବାସ ଭବନ ନବୀନ ନିବାସଠାରେ ବିଜୁ ଜନତା ଦଳରେ ଯୋଗଦାନ କରିଚାଲିଛନ୍ତି ।  

Other News