ଓଡିଶା ପରିବେଶ କଂଗ୍ରେସ ଭୁବନେଶ୍ବରରେ ଉଦଘାଟିତ

Odisha Environment Congress Kicked off in Bhubaneswar

 Published : ଓଟିଭି

/  

20-Dec-2017  

ଓଡିଶା ପରିବେଶ କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରସ୍ଥିତ “ରିଜିଓନାଲ ମିୟୁଜିୟମ ଅଫ ନେଚୁରାଲ ହିଷ୍ଟ୍ରି” ଠାରେ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ  ଏଥର ପରିବେଶ ଏବଂ ନଦୀ ଅବବାହିକାର ପୋଷଣନୀୟ ପରିଚାଳନା ବିଷୟ  ରଖାଯାଇଛି। ଏହି କାର୍ଯ୍ୟକ୍ରମ ସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି।

Other News