CM announces Rs 2 lakh ex-gratia for next of kin of the deceased in Angul bus mishap

CM announces Rs 2 lakh ex-gratia for next of kin of the deceased in Angul bus mishap

 Published : ଓଡିଶା ସନ୍ ଟାଇମସ

/  

25-Oct-2016  

 ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଜିଲ୍ଲାର ଟୁକୁଡା ବସଦୁର୍ଘଟଣାରେ ପ୍ରାଣହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହିତ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏଥିସହିତ ସମସ୍ତ ଆହତ ବ୍ୟକ୍ତିମାନଙ୍କୁ ମାଗଣାରେ ଚିକିତ୍ସା ଯେଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବସ ଦୃର୍ଘଟଣାରେ 5 ଜଣ  ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୩୬ ଜଣ ଆହତ ହୋଇଥିବା ଜଣାପଡିଛି। ବସଟି ଅନୁଗୁଳରୁ ଆଠମଲ୍ଲିକ ଯାଉଥିବାବେଳେ ଟୁକୁଡା ଠାରେ ଏକ ପେଲ ଉପରୁ ଖସିପଡିଥିଲା।

Other News