ଜାନକୀନାଥ ଭବନରେ ନେତାଜୀଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ମୁଖ୍ୟମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଞଳି

CM offers floral tribute to Netaji at his birth place at Cuttack

 Published : ଓଟିଭି ନିୟୁଜ

/  

23-Jan-2017  

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଅଗ୍ନୀବର୍ଷି ନେତା, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୦ ତମ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକ ଓଡିଆ ବଜାରସ୍ଥିତ ନେଜୀଙ୍କ ସଂଗ୍ରାହଳୟ ତଥା ତାଙ୍କ ଜନ୍ମସ୍ଥାନ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରି ଶ୍ରଦ୍ଧାଞଳି ଞ୍ଜାପନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ ବୋଧନଦେଇ କହିଥିଲେ ଯେ, ଦେଶପାଇଁ ନେତାଜୀଙ୍କ ତ୍ୟାଗ ଓ କାର୍ଯ୍ୟଧାରାକୁ ଦେଶବାସୀ ସ୍ମରଣ କରିବାର ସମୟ ଆସିଛି। ପରେ ମୁଖ୍ୟମନ୍ତ୍ରୀ ସଂଗ୍ରାହଳୟ ଓ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିଥିଲେ।

Other News