ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା : ସିଆରପିଏଫ ଗାଡି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଭୀରୁତାର କାର୍ଯ୍ୟ

The cowardly act”: CM condemned attack on CRPF convoy

 Published : ଓଡିଶା ସନ୍ ଟାଇମ୍ସ

/  

14-Feb-2019  

ଜାମ୍ମୁ କାଶ୍ମୀରର ଅୱନ୍ତୀପୁରଠାରେ  ସିଆରପିଏଫ ଗାଡି ଗୁଡିକ ଉପରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ୩୦ ଯୱାନଙ୍କ ଶହୀଦ ହୋଇଥିବା ବେଳେ ବହୁ ଯୱାନ ଗୁରୁତ୍ତର ଭାବେ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଏହି ଭଳି କାର୍ଯ୍ୟକୁ ଭୀରୁତାର କାର୍ଯ୍ୟ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

Other News