ଓଡ଼ିଶାରେ ଆତ୍ମ ସର୍ମପଣ କରିଥିବା ମାଓବାଦୀ ମାନେ ଦେଖିଲେ ହକି

Surrendered Maoists enjoyed hockey in Odisha

 Published : ଓଡ଼ିଶା ସନ୍ ଟାଇମ୍ସ

/  

14-Dec-2018  

ମାଓବାଦୀ, ଯୋଉଁମାନେ ଦିନେ ଅସ୍ତ୍ର ଶସ୍ତ୍ର ଧରି  ଆନ୍ଧ୍ର- ଓଡ଼ିଶା ସୀମାନ୍ତରେ ଆତଙ୍କ ସୃଷ୍ଟି କରୁଥିଲେ, ସେମାନ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ଆତ୍ମ ସର୍ମପଣ କରିବା ପରେ ରାଜ୍ୟ ସରକାର ସେମାନଙ୍କୁ ଥଇଥାନ କରିଛନ୍ତି। ସେହିଭଳି ୩୦ ଜଣ କଳିଙ୍ଗ ଷ୍ଟାଡିୟମରେ ବିଶ୍ବକପ ହକି ଦେଖିବାର ସୁଯୋଗ ପାଇଛନ୍ତି।

Other News