କଟକରେ ପ୍ରଦର୍ଶିତ ହେବ ଭାରତୀୟ ବାୟୁସେନା କୌଶଳ

Cuttack to witness IAFs mega air show

ଭାରତୀୟ ବାୟୁସେନାର ଆକାଶ ଗଙ୍ଗାର ଆକାଶଛତା ବାହିନୀ , ଅତ୍ୟାଧୁନିକ ହାଲକା ସାରଙ୍ଗ ହେଲିକେପ୍ଟର ଏବଂ ସୂର୍ଯ୍ୟକିରଣ ଆଦି ଟିମ୍ ସଦସ୍ୟ ମାନେ ଦୁଃସାହସିକ ଏବଂ ମନମୁଗଧକର କ୍ରୀଡା କଟକର ଆକାଶ ମାର୍ଗରେ ରାଜ୍ୟବାସିଙ୍କ ଉଦ୍ୟେଶରେ ପ୍ରଦର୍ଶନ କରିବେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ,  ସ୍ବାଧୀନତା ସଂଗ୍ରାମରେ ଜଣେ ଦୁଃସାହସିକ ପାଇଲଟଭାବେ କାର୍ଯ୍ୟକରି ବେଶ ଖ୍ୟାତ ହୋଇଥିବାରୁ ତାଙ୍କରୀ ଜନ୍ମ ଶତବାର୍ଷିକ ଉପଲକ୍ଷେ ଡିସେମ୍ବର ୨୩ ତାରିଖରେ ଭାରତୀୟ ବାୟୁ ସେନା ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Other News