କୃଷକଙ୍କ ପ୍ରସଙ୍ଗରେ ବିଜେଡିର ସଦସ୍ୟ ମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ

BJD members met President on farmers issues

 Published : ଓଡିଶା ସନ୍ ଟାଇମ୍ସ

/  

08-Jan-2019  

ବିଜେଡିର ସଭାପତିଙ୍କ ଶ୍ରୀ ନବୀନ ପଟ୍ଟନାୟକଙ୍କ  ନେତୃତ୍ବରେ ବିଜୁ ଜନତାଦଳର ସଦସ୍ୟମାନେ ଦିଲ୍ଲୀଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

Other News