ଶ୍ରମିକ ମାନଙ୍କ ପାଇଁ ଅଧିକ କଲ୍ୟାଣକାରୀ ଯୋଜନା ପ୍ରଚଳନ କରାଯାଇଛି:ମୁଖ୍ୟମନ୍ତ୍ରୀ

More welfare schemes for labourers in offing: CM

ବିକାଶର ସବୁକ୍ଷେତ୍ର ଏବଂ ଦେଶଗଠନରେ ଶ୍ରମିକ ମାନଙ୍କର ଅବାଦାନ ରହିଛି। ରାଜ୍ୟରେ ଶ୍ରମିକ, ବିଶେଷକରି ଅଣସଙ୍ଗଠିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟ୍ କହିଛନ୍ତି। ହିନ୍ଦ ମଜଦୁର ସଭାର ଚତୁର୍ଦଶ ସମ୍ମିଳନୀରେ ଉଦବୋଧନ ଦେଇ ରାଜ୍ୟରେ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବତାରଣା କରିଥିଲେ।

Other News