ପୋଷଣକୁ ଗୁରୁତ୍ଵ ଦେବାପାଇଁ ‘ସୋପାନ’ କାର୍ଯ୍ୟକ୍ରମ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

CM launches ‘SOPAN’ strategy to ensure nutrition for all

 Published : ଓମକମ୍ ନ୍ୟୁଜ

/  

08-Mar-2020  

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ଏବଂ ଶିଶୁ ବିକାଶ ବିଭାଗର ‘ସୋପାନ’ କାର୍ଯ୍ୟକ୍ରମ ଲୋକାର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ 6 ବର୍ଷରୁ କମ୍ ଶିଶୁ, ଓ ମହିଳାଙ୍କର ପୋଷଣ ସୁନିଶ୍ଚିତ୍ତ କରାଯିବ।

Other News