ଶାସନ ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ପାଇଁ ୩ ଟି ଫମ୍ମୁଲା ବ୍ୟବହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

CM calls for 3-Ts formula to improve governance

 Published : ଟାଇମ୍ସ ଅଫ ଇଣ୍ଡିଆ

/  

22-May-2017  

ରାଜ୍ୟ ଶାସନ ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ପାଇଁ ମନ୍ତ୍ରୀ ପରିଷଦର ସଦସ୍ୟ ମାନେ ଟିମୱାର୍କ (ସାମୂହିକ ଉଦଯୋଗ) ଟ୍ରାନ୍ସପରେନ୍ସି ( ସ୍ବଚ୍ଛତା) ଏବଂ ଟେକ୍ନୋଲୋଜି(ବୈଷୟିକ ଞ୍ଜାନକୌଶଳ) ଏହି ତିନୋଟି ଟି କୁ ପାଥେୟ କରି ନିଜ ନିଜ ବିଭାଗକୁ ଆଗେଇ ନେବାକୁ  ମନ୍ତ୍ରୀ ପରିଷଦର ସଦସ୍ୟ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏ କ୍ଷେତ୍ରରେ କେଉଁ କେଉଁ ବିଭାଗ କି ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ଆସନ୍ତା ୨ମାସ ପରେ  ସେ ନିଜେ ପରଖିବେ ବୋଲି ସୂଚନା ଦେଇଛନ୍ତି। ମନ୍ତ୍ରୀ ପରିଷଦର ବୈଠକରେ ମୁଖ୍ୟମନ୍ତ୍ରୀ  ମନ୍ତ୍ରୀ ମାନଙ୍କୁ ଏହି ସୂଚାନା ଦେଇଥିଲେ।

Other News