ସୁରଟ ଏବଂ ବ୍ରହ୍ମପୁର ମଧ୍ୟରେ ସିଧାସଳଖ ରେଳ ଓ ବିମାନ ଚଳାଚଳ ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ

CM reiterated demand for direct trains between Surat and  Berhmpur

 Published : ଟାଇମ୍ସ ଅଫ ଇଣ୍ଡିଆ

/  

16-Dec-2018  

ସୁରଟ ଗସ୍ତ ପାଇଁ ମାତ୍ର ଦୁଇ ଦିନ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବାନ ପଟ୍ଟନାୟକ ତାଙ୍କ ପୂର୍ବ ଦାବୀକୁ ଦୋହରାଇଚନ୍ତି। ଓଡ଼ିଶାରୁ ଗୁଜୁରାଟକୁ ସିଧାସଳଖ ଟ୍ରେନ ଓ ବିମାନ ସେବା ଯୋଗାଇଦେବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କୁ ପୃଥକ ପୃଥକ ପତ୍ର ଲେଖିଛନ୍ତି।

Other News