ଆଇ ଟି ଆଇ ଶିକ୍ଷକ ମାନଙ୍କୁ ସିଙ୍ଗାପୁରରେ ଦିଆଯିବ ତାଲିମ

State ITI teachers to undergo training in Singapore

 Published : ଓଟିଭି

/  

02-Nov-2017  

ରାଜ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆଗକୁ ନେବାପାଇଁ ରାଜ୍ୟ ସରକାର ସିଙ୍ଗାପୁରର ଆଇଟିଇ ଏଡୁକେଶନ ସର୍ଭିସେସ୍ ନାମକ ଏକ ଶ୍ରେଷ୍ଠ ବୈଷୟିକ ତାଲିମ ପ୍ରତିଷ୍ଠାନ ସହ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ଏହି ସଂସ୍ଥା ଓଡିଶାର ଆଇ ଟି ଆଇ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିବ ଯାହା ଫଳରେ ଯୁବ ଗୋଷ୍ଠିଙ୍କ ପାଇଁ ନିଯୁକ୍ତିର ସୁଯୋଗ ଆଣିପାରିବ।

Other News