ମୁଖ୍ୟମନ୍ତ୍ରୀ ବିଜେଡ଼ିର କେନ୍ଦୁଝର ଜିଲ୍ଲାର ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚନ ଫଳାଫଳକୁ ସମୀକ୍ଷା କଲେ

CM reviews BJDs Keonjhar PRI poll performance

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ରାଜ୍ୟ ପାର୍ଟି କାର୍ଯ୍ୟଳୟ ସମୀକ୍ଷା କରିଥିଲେ l  ପ୍ରତିନିଧି ମାନଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲୋକଙ୍କ ସମସ୍ଯା ଗୁଡିକର ସମାଧାନ କରି ସେମାନଙ୍କ ହୃଦୟ ଜିଣ l

Other News