ପୁରୀ ମୂଷାନାଳର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ୨୬ କୋଟି ଟଙ୍କା ମଞ୍ଜୁର କଲେ

CM approves Rs 26 cr for Musha Nala renovation in Puri

 Published : ଓଡିଶା ସନ୍ ଟାଇମ୍ସ

/  

17-Jun-2017  

ପୁରୀ ସହରରେ ଥିବା ମୂଷାନାଳର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଜଳସଂପଦ ବିଭାଗ ଏହି ନାଳର ପୁନରୁଦ୍ଧାର ପାଇଁ ନକ୍ସା ପ୍ରସ୍ତୁତ କରିଥିଲା ବେଳେ ପୁନରୁଦ୍ଧାର କାର୍ଯ୍ୟକରିବାକୁ ଡ୍ରେନେଜ ଡିଭିଜନକୁ ଦାୟିତ୍ବ ପ୍ରଦାନ କରାଯାଇଛି। ପୁରୀ ସହରକୁ ମୂଷାନାଳ ପାନୀୟ ଜଳ ଯୋଗାଇବ। 

Other News