ମୁଖ୍ୟମନ୍ତ୍ରୀ ବାଲେଶ୍ବରରେ ୪୫ ପ୍ରକଳ୍ପର ଉଦଘାଟନ କଲେ

CM unveiled 45 Baleswar projects

 Published : ପାଏନିୟର

/  

13-Feb-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଜିଲ୍ଲାର ତାମୁଳିଆ ଓ ସୋର ଠାରେ ନିର୍ମିତ ଦୁଇଟି ଫ୍ଲାଏ ଓଭର ସମେତ ଅନେକ ଗୁଡିଏ ପ୍ରକଳ୍ପର ଶୁଭଉଦଘାଟନ କରିଛନ୍ତି। ବିଜୁ ଯୁବ ବାହିନୀର ବାଲେଶ୍ବର, ଭଦ୍ରକ,ମୟୁରଭଞ୍ଜ, ଯାଜପୁର ଓ କେନ୍ଦୁଝରରୁ ଆସିଥିବା ୪୦,୦୦୦ରରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା ସହିତ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ସୂଚନା ଦେଇଥିଲେ।

Other News